Joined August 2022
884 Photos and videos
Pinned Post
ଆମର ପ୍ରଥମ ବାର୍ଷିକ ଉତ୍ସବରେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମ୍ଭ ମାନଙ୍କର ଉତ୍ସାହ ବଢାଇଥିଲେ। ଯାହା ଆମପାଇଁ ପ୍ରେରଣାର ଉତ୍ସ ଥିଲା। ବହୁତ ବହୁତ ଧନ୍ୟବାଦ @samarth_verma Sir @SecyChief @PradeepJenaIAS @Puri_Official @IASassociation @MoSarkar5T @CMO_Odisha
31
57
335
ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କିଭଳି ସ୍ୱଚ୍ଛ ଓ ସୁନ୍ଦର ଭାବେ ସମାପନ ହେବ ତାହା ଆମ ସମସ୍ତଙ୍କ ଦାୟିତ୍ୱ ଅଟେ। ଏହି ପରିପ୍ରେକ୍ଷୀରେ ଭକ୍ତଙ୍କୁ ସଚେତନ କରାଇବା ପାଇଁ ଆମେ ଏହି ପଦକ୍ଷେପ କରିଛୁ। ଆପଣଙ୍କୁ ଭଲଲାଗିଲେ ମହାପ୍ରଭୁଙ୍କ ଉଦେଶ୍ୟରେ ନିଶ୍ଚିତ ସେୟାର କରିବେ @arvindpadhee @snehaias @HUDDeptOdisha @CMO_Odisha
6
9
243
Team ATA Official reposted
Please look into this.
1
2
30
Team ATA Official reposted
କୋଣାର୍କ ନିମାପଡ଼ା ରାଜ୍ୟ ରାଜପଥରେ ବର୍ଷାପାଣି, ସୂର୍ଯ୍ୟ ମନ୍ଦିର ବୁଲି ଯାଉଥିବା ଦେଶ ବିଦେଶରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ। ଏଥିପ୍ରତି ତୁରନ୍ତ ଦୃଷ୍ଟି @dm_puri @JanaSunani @RDOdisha @PWD_Odisha @PWD_Puri @OfficialTeamATA @SecyChief @_anugarg @TourismDptt @balwantskalewa7 @PravatiPOdisha 🙏
2
4
105
Team ATA Official reposted
ଏତେ ଟଙ୍କା ଖର୍ଚ୍ଚରେ ଗଛ ଲାଗିଛି କଣ ଏହିପରି ଅସୁନ୍ଦର କରିବା ପାଇଁ
1
2
41
Team ATA Official reposted
#ବାହାଘର_ବେଳେ_ବାଇଗଣ_ରୂଆ ସେହି ପରି ସମାନ ଅବସ୍ଥା #ପୁରୀ_ସହର ଅବସ୍ଥା #ରଥଯାତ୍ରା_ଆସିଲେ ସବୁ କଥା ମନେ ପଡେ ଦୃଦଶା ଭୋଗୁ ଛନ୍ତି #ସାହି_ବାସିନ୍ଦା ମାନେ @CMO_Odisha @dm_puri @puriulb @PrithivirajBJP
3
9
184
Team ATA Official reposted
ଇଂରାଜୀର ଦୁଇଟି ଶବ୍ଦ Chief Minister ଆମ ଓଡ଼ିଆରେ ଗୋଟିଏ ଶବ୍ଦରେ ପ୍ରକାଶିତ "ମୁଖ୍ୟମନ୍ତ୍ରୀ"। ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ମୁଖ୍ୟ ମନ୍ତ୍ରୀ ଦୁଇଟି ଶବ୍ଦ । ମୋହନ ବାବୁ ବୋଧହୁଏ ନୂଆ ବ୍ୟାକରଣ ଓ ଅଭିଧାନ ଲେଖିଛନ୍ତି!! @CMO_Odisha @IPR_Odisha @OfficialTeamATA @maamangala13 @AskLipun
1
6
9
247
Team ATA Official reposted
#କୁମ୍ଭାରପଡ଼ା_ସ୍କୁଲ ପାଖରେ କିପରି ଖାଲଖମା ରାସ୍ତା Biଭାଗୀୟ ଅଧିକାରୀ ମାନେ ଧାନ ଦିଅନ୍ତୁ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛୋଟ ଛୋଟ ଛୋଟ ପିଲା @puriulb @dm_puri @PWD_Odisha @PWD_Puri @HUDDeptOdisha @WCDOdisha @CMO_Odisha @OfficialTeamATA
1
2
4
212
ପୁରୀ ସହରର ହେରାଗୋହିରୀ ସାହି ବୋଡିଙ୍ଗ ଛକ ବୁଢ଼ୀମା ମନ୍ଦିର ସାମ୍ନା ଡ୍ରେନ ସଫା ନହେବା କାରଣରୁ ନାଳ ପାଣି ରାସ୍ତାରେ ଭାସୁଛି। ଭକ୍ତ ଓ ସ୍ଥାନୀୟ ଲୋକମାନେ ନାକ ଟେକି ଚାଲୁଛନ୍ତି। ଆଉ ଅଳ୍ପ ଦିନ ରଥଯାତ୍ରା, ବିଭାଗୀୟ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ। @snehaias @ushapadhee1996 @HUDDeptOdisha @puriulb @CMO_Odisha
7
26
537
ପୁରୀ ଭିଆଇପି ରୋଡ଼ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସାମ୍ନା ଗଛ ଗୁଡିକରେ ବିଭିନ୍ନ ପ୍ରକାର ବେଆଇନ ଫ୍ଲେକ୍ସ ଗୁଡିକ ଲୁହା ତାରରେ ବନ୍ଧା ଯାଇଛି। ଯାହା ଫଳରେ ଗଛ ଗୁଡିକ ନଷ୍ଟ ହେବାକୁ ଲାଗିଲାଣି। ସହର ସୌନ୍ଦର୍ଯ୍ୟ ହରାଉଛି। ବିଭାଗୀୟ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ। @snehaias @HUDDeptOdisha @ushapadhee1996 @CMO_Odisha
1
9
16
613
Team ATA Official reposted
ଖଡ଼ିଆଳରେ ପ୍ରସୂତି ମାଆଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ସ୍ୱାସ୍ଥ୍ୟ ସେବାରେ ଏଭଳି ଅବହେଳା ଆଉ କେତେ ଜୀବନ ନେବ? ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୀଡ଼ିତ ପରିବାରକୁ ନ୍ୟାୟ ଓ ଆର୍ଥିକ ସହାୟତା ମିଳୁ। @CMO_Odisha @HFWOdisha @MahalingMukesh @DM_Nuapada
2
4
171
Team ATA Official reposted
ମୁଖ୍ୟମନ୍ତ୍ରୀ ମହୋଦୟ କଣ ନିୟମରୁ ଉର୍ଦ୍ଧ୍ୱରେ କି ? ସ୍ନାନ ମଣ୍ଡପରେ ଦର୍ଶନ ସଂକ୍ରାନ୍ତୀୟ କିଛି ନିୟମ ୨୦୧୬ ମସିହାରୁ ଲାଗୁ ହୋଇ ରହିଛି। ଭକ୍ତ ମହାବାହୁଙ୍କ ନିକଟକୁ ନଯାଇ ବ୍ୟାରିକେଡ଼ ବାହାରେ ରହି ଦର୍ଶନ କରିବେ @CMO_Odisha @SJTA_Puri @SecyChief @IPR_Odisha @Naveen_Odisha @PMOIndia
1
1
1
23
Team ATA Official reposted
Three 🕒 Small Questions Odisha Can Your Deputy CM @PravatiPOdisha Ans this ? Shame on those Media Reporters Who Stand their & No One Ask these Questions Journalist ଆଉ 🎙️ mic wala bhiatre ଫରକ୍ ଥାଏ... Mic ଧରିକି ତ ଆମ Gaon ଗୌରା ଭାଇ ଭି ବୁଲେ @OfficialTeamATA @kanak_news @otvkhabar
4
8
303
Team ATA Official reposted
ଯେଉଁ ଥାନା ଅଧିକାରୀ ଲୋକଙ୍କ ସମସ୍ୟା କୁ ନିଜ ସମସ୍ୟା ଭାବି ଅତି ସରଳ ଭାବେ ସମାଧାନ କରୁଥିଲେ, ଏବଂ ଆଜି ସିଏ ନିଜ ସମସ୍ୟା ପାଇଁ ଆତ୍ମହତ୍ୟା କରିଥିବେ ଏହା କେବେ ସମ୍ଭବ ନୁହେଁ ବୋଲି ଆମ୍ଭ ମାନଙ୍କର ଆଶା, ଦୟାକରି ଏହାର ନିରପେକ୍ଷ ତଦନ୍ତ ଆବଶ୍ୟକ @CMO_Odisha @SecyChief @homeodisha @DGPOdisha @dcp_cuttack @OfficialTeamATA
2
2
144
Team ATA Official reposted
ଆହୁରି ଲଗା ଯିବା , statue ବଡ଼ ବଡ଼ ଛକ ମୁଣ୍ଡ ରେ ଲଗିବ ଏତେ ବ୍ୟସ୍ତ କାହିଁକି ? ଦୁଇ ମୁଣ୍ଡ କୁଆଡେ ଅନେଇବ ସିଆଡେ ପାଇବ #ଓଡ଼ିଶା
1
3
36
Team ATA Official reposted
@HUDDeptOdisha Sir kindly look into this matter 🙏🙏🙏
1
1
43
Team ATA Official reposted
#ବୀଣାପାଣି_ଓଝାଙ୍କୁ_ସାତସପନ_ପାଲଟିଛି_ସରକାରୀ_ପକ୍କାଘର କେବେ ମିଳିବ PMAYG ନଚେତ୍ ଅନ୍ତୋଦୟ ଗୃହଯୋଜନାରେ ଏକ ପକ୍କା ଘର,ତାହା ଅପେକ୍ଷାରେ ବୀଣାପାଣି ଓଝା ଓ ତାଙ୍କର ପରିବାର @CMO_Odisha @MohanMOdisha @BJP4India @BJP4Odisha @PravatiPOdisha @JanaSunani @block_gop @RabiNaikBJP @PRDeptOdisha @_anugar @dm_puri
ଗୋପ ବ୍ଲକ୍ ଵନାଖଣ୍ଡି ଜିପିର ମାଙ୍କଡ ଗୋରଡିଗ୍ରାମ ୧୭ ନମ୍ବର WORD ର ବୀଣାପାଣି ଓଝାଙ୍କର ଘର ୩ ଥର ସର୍ଭେ ପରେ ପ୍ରଧାନମନ୍ତ୍ରୀ ଆବାସ ପାଇଵା ସାତସପନ । କେଭଳି ଘରେ ରହୁଛନ୍ତି ଦେଖନ୍ତୁ ଆଜ୍ଞା @JanaSunani @PMOIndia @block_gop @RabiNaikBJP @PRDeptOdisha @MohanMOdisha @_anugarg @PravatiPOdisha @dm_puri 🙏
5
10
17
357
ପୁରୀ ସହରର ଭିଆଇପି ରୋଡ଼ର ସମସ୍ତ ଗଛ ଗୁଡିକରେ ବେଆଇନ ଫ୍ଲେକ୍ସ ଲାଗିବାରୁ ସୌନ୍ଦର୍ଯ୍ୟ କରଣ ନଷ୍ଟ ହେଉଅଛି। ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବେ, ତେଣୁ ତୁରନ୍ତ ଏହି ପୋଷ୍ଟର ଗୁଡିକ କାଢିଦିଆଯାଉ। @puriulb @ushapadhee1996 @SecyChief @CMO_Odisha @NitinNabin @HUDDeptOdisha @dm_puri
4
13
40
1,091
Team ATA Official reposted
ତୁରନ୍ତ ସମାଧାନ କରି ଫୋଟ ପୋଷ୍ଟ କରନ୍ତୁ। @TPCentralOdisha
1
2
41
Team ATA Official reposted
Humble request to the concerned authorities to have a look into this matter immediately and take an appropriate action. #Pangam #ବିକାଶର_ଧାରା_ଓଡ଼ିଶା_ସାରା #ମାଥିଲି, @dm_malkangiri @BdoMathili @_anugarg @IPR_Odisha @PRDeptOdisha @RDOdisha @PMGSY_NRRDA @OfficialTeamATA @RabiNaikBJP
2
5
7
312
Team ATA Official reposted
ବିଭାଗୀୟ ଅଧିକାରୀ ମାନେ ଧାନ ଦିଅନ୍ତୁ
3
3
81