Joined January 2026
Photos and videos
ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ: ୩୯ ଡିଗ୍ରୀ ଟପିଲା ପାରଦ! ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୩୯ ଡିଗ୍ରୀ ଟପିଲାଣି ପାରଦ। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସାଜିଛି ଝାରସୁଗୁଡା। ତେବେ ଝାରସୁଗୁଡାରେ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼, ପାରଳାଖେମୁଣ୍ଡି ଏବଂ ଗୋପାଳପୁରରେ ପାରଦ ୩୭ ଡିଗ୍ରୀ ଉପରେ ରହିଛି। ସକାଳେ କୁହୁଡ଼ି ଏବଂ ଦିନରେ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। #BREAKINGNEWS #WeatherUpdate #panipaga #winter #LATESTNEWS #FOCUSPLUS
0
0
0
0
#ରୁଷିଆରୁ_ତେଲ_କିଣିବ_ଭାରତ ୩୦ ଦିନ ପାଇଁ ତେଲ କିଣାରେ ମିଳିଲା ବଡ଼ ଛାଡ଼ ଇରାନକୁ ଚେକ୍ ଦେବାକୁ ଭାରତ ସହ ହାତ ମିଳାଇଲା ଆମେରିକା ଆମେରିକାର ଗ୍ରୀନ୍ ସିଗନାଲ୍ ପରେ ଭାରତ ପାଇଁ ଶସ୍ତା ହୋଇପାରେ ତେଲ #IndiaRussiaOil #IndiaUS #OilDiplomacy #RussiaOil #ModiGovernment #BreakingNews #EnergySecurity #CrudeOil #ScottBessent #USTreasury #Focusplusodisha
0
0
0
1
ଆସାମରେ ଯୁଦ୍ଧବିମାନ ସୁଖୋଇ-୩୦ ଦୁର୍ଘଟଣାଗ୍ରସ୍ତ, ବାୟୁସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି #BREAKINGNEWS #Sukhoi30fighter #Assam #AirForce #LATESTNEWS #FOCUSPLUS
0
0
0
0
୫ ଅଭିଯୁକ୍ତଙ୍କ ଜାମିନ ଶୁଣାଣି ମାର୍ଚ୍ଚ ୯କୁ ଘୁଞ୍ଚିଲା, ଉଭୟ ମାମଲାର ଶୁଣାଣି କରିବେ ଏଡିଜେ-୩ କୋର୍ଟ ପୀତବାସ ହତ୍ୟା: ଶୁଣାଣି ଘୁଞ୍ଚିଲା |ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା |୫ ଅଭିଯୁକ୍ତଙ୍କ ଜାମିନ ଶୁଣାଣି ମାର୍ଚ୍ଚ ୯କୁ ଘୁଞ୍ଚିଲା |କର୍ପୋରେଟର ମଳୟ ବିଷୋୟୀଙ୍କ ଚିକିତ୍ସା ଆବେଦନର ଶୁଣାଣି ୭ରେ |ଉଭୟ ମାମଲାର ଶୁଣାଣି କରିବେ ଏଡିଜେ-୩ କୋର୍ଟ| #BREAKINGNEWS #PITABASAPANDA #LATESTNEWS #ODISHAGOVERNMENT #ODISHA #FOCUSPLUS
0
0
0
0
ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଏକାଧିକ ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ #BreakingNews #AmitShah #ODISHAVISIT #LatestNews #OdishaGovernment #OdishaNews #FOCUSPLUS
0
0
0
0
#୮ରୁ_ଘଡ଼ଘଡ଼ି_ସହ_ବର୍ଷା_ସମ୍ଭାବନା ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ୪୦ କିମି ବେଗରେ ବହିବ ଝଟ୍‌କା ପବନ #OdishaWeather #WeatherUpdate #Summer2026 #OdishaNews #HeatwaveAlert #RainForecast #Kalabaisakhi #OdishaAlert
1
0
0
0
#ଯୁଦ୍ଧ_କୌଣସି_ସମସ୍ୟାର_ସମାଧାନ_ନୁହେଁ ବିଶ୍ୱକୁ ମୋଦୀଙ୍କ ଶାନ୍ତି ବାର୍ତ୍ତା ଭାରତ-ଫିନଲ୍ୟାଣ୍ଡ ମଧ୍ୟରେ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ସ୍ୱାକ୍ଷରିତ UNSC ରେ ଭାରତର ସ୍ଥାୟୀ ସଦସ୍ୟତାକୁ ଫିନଲ୍ୟାଣ୍ଡର ଦୃଢ଼ ସମର୍ଥନ AI, 6G ଏବଂ କ୍ୱାଣ୍ଟମ କମ୍ପ୍ୟୁଟିଂରେ ମିଳିତ ଭାବେ କାମ କରିବେ ଦୁଇ ଦେଶ ୨୦୩୦ ସୁଦ୍ଧା ବାଣିଜ୍ୟକୁ ଦ୍ୱିଗୁଣିତ କରିବା ପାଇଁ ଭାରତ-ଫିନଲ୍ୟାଣ୍ଡର ସଂକଳ୍ପ #PMModi #IndiaFinland #GlobalPeace #StrategicPartnership #AI #6G #UNSC #WorldNews #OdiaKhabar
0
0
0
0
#ଭାରତ_ମହାସାଗରରେ_ଆମେରିକାର_ଟର୍ପିଡୋ_ଆଟାକ୍ ଇରାନୀ ଯୁଦ୍ଧଜାହାଜକୁ ବୁଡ଼ାଇଲା ଆମେରିକା ମୋଦୀଙ୍କ ଗାର୍ଡିଆନ୍ ଦାବି ଉପରେ ବିରାଟ ପ୍ରଶ୍ନବାଚୀ ଶ୍ରୀଲଙ୍କା କୂଳରେ ଆମେରିକାର ସାମରିକ ଶକ୍ତି ପ୍ରଦର୍ଶନ ଆକ୍ରମଣର ୨୪ ଘଣ୍ଟା ପରେ ନୌସେନାର ପ୍ରତିକ୍ରିୟା #BreakingNews #IndianOcean #USvsIran #IRISDena #Geopolitics #MaritimeSecurity #USNavy #InternationalRelations #NationalSecurity #NavalWarfare #TrumpAdministration #MiddleEastTensions #IndoPacific
0
0
0
0
ନେପାଳ ନିର୍ବାଚନ: ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ ନେପାଳରେ ମତଦାନ ଆରମ୍ଭ । ଗତ ବର୍ଷର ରକ୍ତାକ୍ତ ବିଦ୍ରୋହ ଏବଂ ରାଜନୈତିକ ଅସ୍ଥିରତା ପରେ ଆଜି ୧୯ ନିୟୁତ ଭୋଟର ସେମାନଙ୍କର ନୂଆ ପ୍ରତିନିଧି ବାଛୁଛନ୍ତି । ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭା ପାଇଁ ଆଜି ଚାଲିଛି ମତଦାନ #BREAKINGNEWS #NepalElection #LatestNews #FOCUSPLUS
2
0
0
0
ଭାରତରୁ ବାତିଲ୍ ହେଲା ବିମାନ ମୋଟ ୧,୫୦୦ରୁ ଅଧିକ ବିମାନ ବାତିଲ୍ ସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ସଜାଗ ବିଦେଶରେ ଫସିଛନ୍ତି ଯାତ୍ରୀ ସ୍ୱତନ୍ତ୍ର ବିମାନରେ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି #FLIGHTCANCLLED #Rescueoperation #CivilAviation #FOCUSPLUS
1
0
0
0
ଗରମରୁ ମିଳିବ ମୁକ୍ତି, ଉତ୍ତର ଭାରତର ୪ ରାଜ୍ୟରେ ବର୍ଷା ଆଲର୍ଟ ଉତ୍ତର ଭାରତରେ ଗରମର ପ୍ରକୋପ ବଢୁଥିବା ବେଳେ ଚାରୋଟି ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି କଲା ପାଣିପାଗ ବିଭାଗ । ଉତ୍ତର ଭାରତର ଅଧିକାଂଶ ସହରରେ ଏବେ ତାପମାତ୍ରା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି #BREAKINGNEWS #WeatherUpdate #panipaga #winter #LATESTNEWS #delhi #FOCUSPLUS
1
0
0
0
ବିଜୁବାବୁଙ୍କ ଜୟନ୍ତୀରେ ନବୀନଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର ବିଜୁବାବୁଙ୍କୁ ଭାରତରତ୍ନ ସମ୍ମାନ ଦେବାକୁ କେତେଥର ଚେଷ୍ଟା କରିଛନ୍ତି ନବୀନ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧି ଭାଙ୍ଗି ଦେବା ପ୍ରସଙ୍ଗକୁ ନେଇ ଘେରିଲେ #BijuPattnaik #SHREEMAYEEMISHHRA #NaveenPatnaik #FOCUSPLUS
0
0
0
0
#ଭାରତରୁ_ବାତିଲ୍_ହେଲା_ବିମାନ ମୋଟ ୧,୫୦୦ରୁ ଅଧିକ ବିମାନ ବାତିଲ୍ ସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ସଜାଗ ବିଦେଶରେ ଫସିଛନ୍ତି ଯାତ୍ରୀ ସ୍ୱତନ୍ତ୍ର ବିମାନରେ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି #FlightCancelled #AviationUpdate #IndianGovernment #RescueMission #AirIndia #IndiGo #OdishaNews #BreakingNewsOdia
0
0
0
0
ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ନୀତୀଶ କୁମାର, ନୀତୀଶଙ୍କ ପୁଅ ହେବେ ଉପମୁଖ୍ୟମନ୍ତ୍ରୀ! #BreakingNews #NitishKumar #rajyasbhaelection #OdishaPolitics #FOCUSPLUS
1
0
0
0
ଫୋକସ ପ୍ଲସ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି #BijuPattnaik #pratisthadibas #FOCUSPLUS
0
0
0
0
ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଗୃହମନ୍ତ୍ରୀ ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ |ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ |କଟକ, ଜଟଣୀ, ଭୁବନେଶ୍ୱରରେ ରହିଛି କାର୍ଯ୍ୟକ୍ରମ |ମୁଣ୍ଡଳୀ ସ୍ଥିତ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗ ଦେବେ |ସୁରକ୍ଷାକୁ ନେଇ ବ୍ୟାପକ ପ୍ରସ୍ତୁତି | #BreakingNews #AmitShah #pratisthadibas #LatestNews #OdishaGovernment #OdishaNews #FOCUSPLUS
0
0
0
0
ଟି-୨୦ ବିଶ୍ୱକପ ସେମିଫାଇନାଲ: ଆଜି ଭାରତ-ଇଂଲଣ୍ଡ ମହା ମୁକାବିଲା #BreakingNews #T20WorldCup #semifinal #cricket #IndiavsEng #LatestNews #FOCUSPLUS
0
0
0
0
ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଭରିବେ ୫ ପ୍ରାର୍ଥୀ, ୪ର୍ଥ ଆସନ ପାଇଁ ରୋଚକ ଲଢେଇ #BreakingNews #rajyasbhaelection #SujitKumar #ManmohanSamal #DillipRay #datteswarhota #LatestNews #OdishaPolitics #FOCUSPLUS
0
0
0
0
#ମହାପ୍ରଭୁଙ୍କ_ବନକଲାଗି_ନୀତି ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ଦ୍ୱିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହେବ ବନକଲାଗି #Puri #JagannathTemple #Banakalagi #OdishaNews #JagannathBhajan #Odisha #PuriUpdate #JayJagannath
1
0
0
0
ଟି-୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ମୁମ୍ୱାଇର ୱାଙ୍ଖେଡ଼ ଷ୍ଟାଡିୟମରେ ହେବ ଏହି ହାଇଭୋଲଟେଜ ମ୍ୟାଚ। ରାତି ୭ଟାରେ ମ୍ୟାଚ ଆରମ୍ଭ ହେବ #T20WorldCup #semifinal #cricket #IndiavsEng #FOCUSPLUS
0
0
0
0